711 B
711 B
You yourselves know
ପିତର କର୍ଣ୍ଣୀଲିୟ ଓ ସେ ଡାକିଥିବା ଅତିଥିମାନଙ୍କୁ କଥା କହୁଛନ୍ତି I
it is not lawful for a Jewish man
ଯିହୂଦୀ ଲୋକ ପକ୍ଷରେ ନିଷିଦ୍ଧ I ଏହା ଯିହୂଦୀ ଧର୍ମର ବ୍ୟବସ୍ଥାକୁ ବୁଝାଏ I
someone from another nation
ଏହା ଯେଉଁମାନେ ଯିହୂଦୀ ନ ଥିଲେ ସେମାନଙ୍କୁ ବୁଝାଏ ଓ ସେମାନେ କେଉଁଠାରେ ବାସ କରୁଥିଲେ ତାହାକୁ ନିର୍ଦ୍ଦିଷ୍ଟ ଭାବରେ ବୁଝାଏ ନାହିଁ I