1.3 KiB
1.3 KiB
General Information:
“ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡିକ କର୍ଣ୍ଣୀଲିୟଙ୍କର ଦୁଇ ଜଣ ଦାସ ଓ ସୈନ୍ୟ ଜଣକୁ ବୁଝାଏ (ପ୍ରେରିତ ୧୦:୭)I
A centurion named Cornelius ... listen to a message from you
ଏହାକୁ ଅନେକ ବାକ୍ୟରେ ବିଭାଜିତ କରାଯାଇପାରିବ ଓ ଯେପରି USTରେ କରଯାଇଛି, ସେପରି କର୍ତ୍ତୃବାଚ୍ୟରେ କୁହାଯାଇପାରିବ I (See: rc://*/ta/man/translate/figs-activepassive)
worships God
ଏଠାରେ “ଉପାସନା” ଶବ୍ଦଟି ଗଭୀର ସମ୍ମାନ ଓ ଆଶ୍ଚର୍ଯ୍ୟରେ ଅଭିଭୂତ ହେବାର ମନୋଭାବକୁ ବୁଝାଏ I
all the nation of the Jews
“ସମସ୍ତ” ଶବ୍ଦ ଯୋଡ଼ି ଲୋକମାନଙ୍କର ସଂଖ୍ୟାକୁ ଅତିରଂଜନ କରାଯାଇଛି ଏହାକୁ ଗୁରୁତ୍ବ ଦେବାପାଇଁ ଯେ ଏ ବିଷୟ ଯିହୂଦୀମାନଙ୍କ ମଧ୍ୟରେ ବ୍ୟାପକ ଭାବରେ ଜଣାଶୁଣା ଥିଲା I