1000 B
1000 B
General Information:
ଏହି ପଦଗୁଡ଼ିକ କର୍ଣ୍ଣୀଲିୟଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦେଇଥାଏ I(ଦେଖ: rc://*/ta/man/translate/writing-background)
Connecting Statement:
କର୍ଣ୍ଣୀଲିୟଙ୍କ ବିଷୟରେ ଘଟଣାର ଅଂଶର ଆରମ୍ଭ I
Now there was a certain man
ଐତିହାସିକ ବିବରଣୀର ଏହି ଅଂଶ ମଧ୍ୟକୁ ଜଣେ ନୂଆ ବ୍ୟକ୍ତିଙ୍କୁ ପରିଚୟ କରାଇବାର ଏହା ଏକ ଉପାୟ ଥିଲା I
Cornelius by name, a centurion of what was called the Italian Regiment
ତାହାଙ୍କ ନାମ କର୍ଣ୍ଣୀଲିୟ ଥିଲା I ସେ ରୋମୀୟ ସୈନ୍ୟବାହିନୀରେ ଇତାଲିକ ସୈନ୍ୟଦଳର ୧୦୦ ଜଣ ସୈନ୍ୟମାନଙ୍କ ଉପରେ ଜଣେ ଅଧିକାରୀ ଥିଲା I