734 B
734 B
When they had come down
ଯେତେବେଳେ ପିତର ଓ ଯୋହନ ଆସିଥିଲେ
come down
ଏଠାରେ ଏହି ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ ଶମିରୋଣ ଯିରୂଶାଲମଠାରୁ ଉଚ୍ଚତାରେ ନିମ୍ନରେ ଥିଲା I
they prayed for them
ପିତର ଓ ଯୋହନ ଶମିରୋଣର ବିଶ୍ବାସୀମାନଙ୍କ ନିମନ୍ତେ ପ୍ରାର୍ଥନା କଲେ
that they might receive the Holy Spirit
ଯେପରି ଶମିରୋଣୀୟ ବିଶ୍ବାସୀମାନେ ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି