20 lines
1.2 KiB
Markdown
20 lines
1.2 KiB
Markdown
# General Information:
|
||
|
||
୪୦ ପଦରେ ଥିବା ଉର୍ଦ୍ଧୃତିଟି ମୋଶାଙ୍କର ଲେଖାରୁ ନିଆଯାଇଛି I
|
||
|
||
# This is the man who was in the assembly
|
||
|
||
ଏହି ବ୍ୟକ୍ତି ମୋଶା ଯେ କି ଇଶ୍ରାୟେଲୀୟମାନଙ୍କ ମଧ୍ୟରେ ଥିଲେ
|
||
|
||
# This is the man
|
||
|
||
“ଏହି ବ୍ୟକ୍ତି” ବାକ୍ୟାଂଶଟି ଏହି ସମୁଦାୟ ଅନୁଚ୍ଛେଦରେ ମୋଶାଙ୍କୁ ବୁଝାଏ I
|
||
|
||
# this is the man who received living words to give to us
|
||
|
||
ଈଶ୍ବର ହିଁ ସେହି ସମସ୍ତ ବାକ୍ୟ ଦେଇଥିଲେ I ବିକଳ୍ପ ଅନୁବାଦ: “ଏ ସେହି ବ୍ୟକ୍ତି ଯାହାଙ୍କୁ ଈଶ୍ବର ଆମ୍ଭମାନଙ୍କୁ ଦେବା ନିମନ୍ତେ ଜୀବନ୍ତ ବାକ୍ୟ ଦେଇଥିଲେ”
|
||
|
||
# living words
|
||
|
||
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧)”ଏକ ସ୍ଥାୟୀ ବାର୍ତ୍ତା” କିମ୍ବା ୨) ଜୀବନଦାୟକ ବାକ୍ୟ I” (ଦେଖ: [[rc://*/ta/man/translate/figs-metonymy]])
|