8 lines
692 B
Markdown
8 lines
692 B
Markdown
# When forty years were past
|
|
|
|
୪୦ ବର୍ଷ ବିତିଗଲା ପରେ I ଏହି ସମୟ ଅବଧି ମୋଶା ମିଦିୟନରେ ରହିଥିଲେ I ବିକଳ୍ପ ଅନୁବାଦ: “ମୋଶା ମିଶରରୁ ପଳାୟନ କରିବାର ୪୦ ବର୍ଷ ପରେ” (ଦେଖ: [[rc://*/ta/man/translate/figs-explicit]])
|
|
|
|
# an angel appeared
|
|
|
|
ସ୍ତିଫାନଙ୍କର ଶ୍ରୋତାମାନେ ଜାଣିଥିଲେ ଯେ ଈଶ୍ବର ଦୂତଙ୍କ ଦ୍ବାରା କଥା କହିଥିଲେ I UST ଏହା ସ୍ପଷ୍ଟ କରିଥାଏ I (ଦେଖ: [[rc://*/ta/man/translate/figs-explicit]])
|