20 lines
1.4 KiB
Markdown
20 lines
1.4 KiB
Markdown
# General Information:
|
|
|
|
ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ଇଶ୍ରାୟେଲୀୟମାନଙ୍କୁ ବୁଝାଏ, କିନ୍ତୁ ମୋଶାଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ I (ଦେଖ: [[rc://*/ta/man/translate/figs-exclusive]])
|
|
|
|
# some Israelites
|
|
|
|
ଯାତ୍ରା ପୁସ୍ତକର ବିବରଣରୁ ଶ୍ରୋତାମାନେ ଜାଣିଥିବେ ଯେ ଏମାନେ ଦୁଇ ଜଣ ଥିଲେ, କିନ୍ତୁ ସ୍ତିଫାନ ତାହା ନିର୍ଦ୍ଦିଷ୍ଟ କରି ନ ଥିଲେ I (ଦେଖ: [[rc://*/ta/man/translate/figs-explicit]])
|
|
|
|
# put them at peace with each other
|
|
|
|
କଳହରୁ ନିବୃତ୍ତ କରିବାକୁ ଚେଷ୍ଟା କଲେ
|
|
|
|
# Men, you are brothers
|
|
|
|
ମୋଶା କଳହ କରୁଥିବା ଇଶ୍ରାୟେଲୀୟମାନଙ୍କୁ କହିଥିଲେ I
|
|
|
|
# why are you hurting one another?
|
|
|
|
ମୋଶା ସେମାନଙ୍କୁ କଳହ ବନ୍ଦ କରିବାପାଇଁ ଉତ୍ସାହ ଦେବାକୁ ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପରସ୍ପରକୁ ଅଘାତ କରିବା ଉଚିତ ନୁହେଁ!” (ଦେଖ: [[rc://*/ta/man/translate/figs-rquestion]])
|