or_tn/act/04/37.md

4 lines
602 B
Markdown

# laid it at the apostles' feet
ଏହାର ଅର୍ଥ ଏହି ଯେ ସେମାନେ ଟଙ୍କା ଆଣି ପ୍ରେରିତମାନଙ୍କ ପାଖରେ ଥୋଇଲେ I [ପ୍ରେରିତ ୪:୩୫](../04/35.md)ରେ ତୁମ୍ଭେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ : “ପ୍ରେରିତମାନଙ୍କ ପାଖରେ ଥୋଇଲେ” କିମ୍ବା “ପ୍ରେରିତମାନଙ୍କୁ ଦେଲେ” (ଦେଖ: [[rc://*/ta/man/translate/figs-idiom]])