or_tn/act/04/07.md

8 lines
348 B
Markdown

# By what power
କିଏ ତୁମ୍ଭମାନଙ୍କୁ କ୍ଷମତା ଦେଲା
# in what name
ଏଠାରେ “ନାମ” ଶବ୍ଦଟି ଅଧିକାରକୁ ବୁଝାଏ I ବିକଳ୍ପ ଅନୁବାଦ: “କାହାର ଅଧିକାରରେ” (ଦେଖ: [[rc://*/ta/man/translate/figs-metonymy]])