ଯାଜକଗଣ, ମନ୍ଦିରର ସେନାପତି ଓ ସାଦ୍ଦୂକୀମାନେ ପିତର ଓ ଯୋହନଙ୍କୁ ବନ୍ଦୀ କଲେ I
ରାତ୍ରିରେ ଲୋକଙ୍କୁ ପଚରାଉଚୁରା ନ କରିବା ଏକ ସାଧାରଣ ରୀତି ଥିଲା I