12 lines
702 B
Markdown
12 lines
702 B
Markdown
# General Information:
|
||
|
||
୨ ପଦ ଖଞ୍ଜ ଲୋକଟି ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]])
|
||
|
||
# Connecting Statement:
|
||
|
||
ଦିନେ ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ I
|
||
|
||
# into the temple
|
||
|
||
ସେମାନେ ମନ୍ଦିର ଗୃହ ଭିତରକୁ ଯାଇ ନ ଥିଲେ, ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣକୁ” କିମ୍ବା “ମନ୍ଦିର ଅଞ୍ଚଳ ଭିତରକୁ”
|