12 lines
1.0 KiB
Markdown
12 lines
1.0 KiB
Markdown
# property and possessions
|
|
|
|
ସେମାନଙ୍କର ଭୁମି ଓ ଯାହା ସ୍ଥାବର ସମ୍ପତ୍ତି ଥିଲା
|
|
|
|
# distributed them to all
|
|
|
|
ଏଠାରେ “ସେଗୁଡିକ” ଲାଭ କରିଥିବା ଅର୍ଥକୁ ବୁଝାଏ ଯାହା ସେମାନେ ଆପଣା ଆପଣାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିକ୍ରୀ କରି ପାଇଥିଲେ I ବିକଳ୍ପ ଅନୁବାଦ: “ପାଇଥିବା ଅର୍ଥକୁ ସମସ୍ତଙ୍କୁ ବାଣ୍ଟିଦେଲେ” (ଦେଖ: [[rc://*/ta/man/translate/figs-metonymy]])
|
|
|
|
# according to the needs anyone had
|
|
|
|
ସେମାନେ ଆପଣା ଆପଣାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିକ୍ରୀକରି ପାଇଥିବା ଅର୍ଥକୁ ପ୍ରୟୋଜନ ଅନୁସାରେ ବିଶ୍ବାସୀମାନଙ୍କ ମଧ୍ୟରେ ବାଣ୍ଟିଦେଲେ I
|