16 lines
1.5 KiB
Markdown
16 lines
1.5 KiB
Markdown
# they received his word
|
||
|
||
ଏଠାରେ “ଗ୍ରହଣ କଲେ” ଶବ୍ଦର ଅର୍ଥ ହେଉଛି ଯେ ପିତର ଯାହା କହିଲେ, ତାହା ସେମାନେ ସତ୍ୟ ବୋଲି ଗ୍ରହଣ କଲେ I ବିକଳ୍ପ ଅନୁବାଦ: “ପିତର ଯାହା କହିଲେ ତାହା ସେମାନେ ବିଶ୍ବାସ କଲେ” (ଦେଖ: [[rc://*/ta/man/translate/figs-idiom]])
|
||
|
||
# were baptized
|
||
|
||
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ସେମାନଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: [[rc://*/ta/man/translate/figs-activepassive]])
|
||
|
||
# there were added in that day about three thousand souls
|
||
|
||
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ଦିନ ପ୍ରାୟ ତିନି ସହସ୍ର ଆତ୍ମା ବିଶ୍ବାସୀମାନଙ୍କ ସହ ଯୋଗଦେଲେ” (ଦେଖ: [[rc://*/ta/man/translate/figs-activepassive]])
|
||
|
||
# about three thousand souls
|
||
|
||
ଏଠାରେ “ଆତ୍ମା” ଶବ୍ଦଟି ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରାୟ ୩,୦୦୦ ଲୋକ” (ଦେଖ: [[rc://*/ta/man/translate/figs-synecdoche]] ଓ [[rc://*/ta/man/translate/translate-numbers]])
|