12 lines
1.2 KiB
Markdown
12 lines
1.2 KiB
Markdown
# General Information:
|
|
|
|
ପିତର ପୁନର୍ବାର ଦାଉଦଙ୍କର ଗୀତକୁ ଉର୍ଦ୍ଧୃତ କରୁଛନ୍ତି I ଏହି ଗୀତରେ ଦାଉଦ ନିଜ ବିଷୟରେ କହୁନାହାନ୍ତି I “ପ୍ରଭୁ” ଓ “ମୋହର” ଶବ୍ଦ ଈଶ୍ବରଙ୍କୁ ବୁଝାଏ; “ମୋହର ପ୍ରଭୁ” ଓ “ତୁମ୍ଭର” ଶବ୍ଦ ମଶୀହ ଯୀଶୁଙ୍କୁ ବୁଝାଏ I
|
|
|
|
# Connecting Statement:
|
|
|
|
ପିତର ଯିହୂଦୀମାନଙ୍କ ପ୍ରତି [Acts 1:16](../01/16.md) ରେ ଆରମ୍ଭ କରିଥିବା ଆପଣା ବକ୍ତୃତା ଶେଷ କରୁଛନ୍ତି I
|
|
|
|
# Sit at my right hand
|
|
|
|
“ଈଶ୍ବରଙ୍କ ଦକ୍ଷିଣ ହସ୍ତ” ପାର୍ଶ୍ବରେ ବସିବାର ଅର୍ଥ ହେଉଛି ଈଶ୍ବରଙ୍କଠାରୁ ସମ୍ମାନ ଓ ଅଧିକାର ପାଇବାର ଏକ ସାଂକେତିକ କାର୍ଯ୍ୟ I ବିକଳ୍ପ ଅନୁବାଦ: “ମୋ ପାଖରେ ସମ୍ମାନର ସ୍ଥାନରେ ବସ” (ଦେଖ: [[rc://*/ta/man/translate/translate-symaction]])
|