or_tn/act/02/33.md

16 lines
2.2 KiB
Markdown
Raw Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# having been exalted to the right hand of God
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଯୀଶୁଙ୍କୁ ଆପଣାର ଦକ୍ଷିଣ ପାର୍ଶ୍ବ ପର୍ଯ୍ୟନ୍ତ ଉନ୍ନତ କରିଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# having been exalted to the right hand of God
ଏଠାରେ ଈଶ୍ବରଙ୍କ ଦକ୍ଷିଣ ହସ୍ତ ଏକ ରୁଢ଼ି ଅଟେ ଯାହାର ଅର୍ଥ ଖ୍ରୀଷ୍ଟ ଈଶ୍ବରଙ୍କ ଅଧିକାର ସହିତ, ଈଶ୍ବର ଭାବରେ ରାଜତ୍ବ କରିବେ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଈଶ୍ବରଙ୍କ ସ୍ଥାନରେ ଅଛନ୍ତି” (ଦେଖ: [[rc://*/ta/man/translate/figs-idiom]])
# he has poured out what
ଏଠାରେ “ ବୃଷ୍ଟି କରିଅଛନ୍ତି” ଶବ୍ଦର ଅର୍ଥ ହେଉଛି ଯେ ଯୀଶୁ, ଯେ କି ଈଶ୍ବର, ଏ ସମସ୍ତ ଘଟଣା ଘଟାଇଲେ I ଏହା ଅନ୍ତର୍ନିହିତ ଭାବରେ ପ୍ରକାଶ କରେ ଯେ ବିଶ୍ବାସୀମାନଙ୍କୁ ପବିତ୍ରଆତ୍ମା ଦେଇ ସେ ଏହା କରନ୍ତି I ବିକଳ୍ପ ଅନୁବାଦ: “ସେ ଏହି ସମସ୍ତ ବିଷୟ ଘଟାଇଲେ ଯେ” (ଦେଖ: [[rc://*/ta/man/translate/figs-idiom]] ଓ [[rc://*/ta/man/translate/figs-explicit]])
# poured out
ଏଠାରେ “ ବୃଷ୍ଟି କରିଅଛନ୍ତି” ଶବ୍ଦର ଅର୍ଥ ହେଉଛି ଯେ ଉଦାର ଭାବରେ ଓ ପ୍ରଚୁରଭାବରେ ଦେବା I ତୁମେ ଏଭଳି ସମାନ ବାକ୍ୟାଂଶକୁ [ପ୍ରେରିତ :୧୭](../02/17.md) ରେ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ପ୍ରଚୁରଭାବରେ ଦେଇଅଛନ୍ତି” (ଦେଖ: [[rc://*/ta/man/translate/figs-idiom]])