1.3 KiB
1.3 KiB
General Information:
୨୯ ଓ ୩୦ ପଦରେ, “ସେ,” “ତାହାଙ୍କର” ଓ “ତାହାଙ୍କୁ” ଶବ୍ଦ ଗୁଡ଼ିକ ଦାଉଦଙ୍କୁ ବୁଝାଏ I ୩୧ ପଦରେ, ପ୍ରଥମ “ସେ” ଦାଉଦଙ୍କୁ ଏବଂ ଉର୍ଦ୍ଧୃତାଂଶରେ ଥିବା “ସେ” ଓ “ତାହାଙ୍କର” ଶବ୍ଦ ଗୁଡ଼ିକ ଖ୍ରୀଷ୍ଟଙ୍କୁ ବୁଝାଏ I
Connecting Statement:
ପିତର ତାଙ୍କୁ ଘେରି ରହିଥିବା ଯିହୂଦୀମାନଙ୍କୁ ଓ ଯୀରୁଶାଲମରେ ଥିବା ବିଶ୍ବାସୀମାନଙ୍କୁ ପ୍ରେରିତ ୧:୧୬ରେ ଆରମ୍ଭ କରିଥିବା ତାଙ୍କର ବକ୍ତୃତା ଦେବା ଜାରି ରଖିଛନ୍ତି I
Brothers, I
ମୋର ସହ-ଯିହୂଦୀମାନେ, ମୁଁ
he both died and was buried
ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ମୃତ୍ୟୁଭୋଗ କଲେ ଓ ଲୋକମାନେ ତାହାଙ୍କୁ ସମାଧିସ୍ଥ କଲେ” (ଦେଖ: rc://*/ta/man/translate/figs-activepassive)