1.5 KiB
1.5 KiB
be enrolled as a widow
ଜଣାପଡୁଛି, ଲିଖିତ ହେଉ ବା ନ ହେଉ, ବିଧବାମାନଙ୍କର ଗୋଟିଏ ତାଲିକା ଥିଲା I ମଣ୍ଡଳୀର ସଦସ୍ୟମାନେ ଏହି ସ୍ତ୍ରୀ ଲୋକମାନଙ୍କ ଆଶ୍ରୟ, ବସ୍ତ୍ର ଓ ଖାଦ୍ୟର ଆବଶ୍ୟକତା ପୂର୍ଣ୍ଣ କରୁଥିଲେ ଓ ଏହି ସ୍ତ୍ରୀ ଲୋକମାନେ ଖ୍ରୀଷ୍ଟିୟ ସମ୍ପ୍ରଦାୟର ସେବାରେ ଜୀବନ କାଟିବା ଆଶା କରାଯାଉଥିଲା I
who is not younger than sixty
ପାଉଲ ୫:୧୧-୧୬ ରେ ବୁଝାଇଥିବା ପ୍ରକାରେ, ୬୦ ବର୍ଷରୁ କମ୍ ବୟସର ବିଧବାମାନେ ପୁନର୍ବିବାହ କରିପାରିବେ I ଅତଏବ, ଖ୍ରୀଷ୍ଟିୟ ସମ୍ପ୍ରଦାୟ କେବଳ ୬୦ ବର୍ଷରୁ ଅଧିକ ବୟସର ବିଧବାମାନଙ୍କର ଯତ୍ନ ନେବେ I (ଦେଖ: rc://*/ta/man/translate/translate-numbers)
a wife of one husband
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ସର୍ବଦା ଆପଣା ସ୍ବାମୀ ପ୍ରତି ବିଶ୍ବସ୍ତ ରହିଛି କିମ୍ବା ୨) ସେ ଆପଣା ସ୍ବାମୀକୁ ଛାଡପତ୍ର ଦେଇ ଅନ୍ୟ ଜଣେ ପୁରୁଷକୁ ବିବାହ କରିନାହିଁ I