or_tn/1co/05/12.md

1.2 KiB

how am I involved with judging those who are outside the church?

ପାଉଲ ଗୁରୁତ୍ବ ଦେଇ କହୁଛନ୍ତି ଯେ ଯେଉଁମାନେ ମଣ୍ଡଳୀର ବାହାରେ ଅଛନ୍ତି ସେମାନଙ୍କର ବିଚାର କରିବା ବ୍ୟକ୍ତି ନୁହନ୍ତି । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେଉଁମାନେ ମଣ୍ଡଳୀର ନୁହଁନ୍ତି ମୁଁ ସେମାନଙ୍କର ବିଚାର କରିବା ବ୍ୟକ୍ତି ନୁହେଁ”(ଦେଖ:rc://*/ta/man/translate/figs-rquestion)

are you not to judge those who are inside the church?

ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଛନ୍ତି । “ତୁମ୍ଭେମାନେ ଜାଣିବା ଦରକାର ଯେ ଯେଉଁମାନେ ମଣ୍ଡଳୀ ଭିତରେ ଅଛନ୍ତି ତୁମ୍ଭେମାନେ ସେମାନଙ୍କର ବିଚାର କରିବା ଉଚିତ୍”(ଦେଖ:rc://*/ta/man/translate/figs-rquestion)