or_tn/1co/05/07.md

1.0 KiB

Christ, our Passover lamb, has been sacrificed

ଯେପରି ବିଶ୍ବାସ ଦ୍ବାରା ପ୍ରତ୍ୟେକ ବର୍ଷ ନିସ୍ତାରପର୍ବର ମେଷଶାବକ ଇସ୍ରାଏଲର ସମସ୍ତ ପାପକୁ ଆଛାଦନ କରୁଥିଲେ, ସେହିପରି ଖ୍ରୀଷ୍ଟଙ୍କଠାରେ ଯେଉଁମାନେ ବିଶ୍ବାସ କରନ୍ତି ସେମାନଙ୍କର ସମସ୍ତ ପାପକୁ ଖ୍ରୀଷ୍ଟଙ୍କ ମୃତ୍ୟୁ ସଦାକାଳ ନିମନ୍ତେ ଆଛାଦନ କରିବ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିସ୍ତାରପର୍ବର ମେଷଶାବକ ଖ୍ରୀଷ୍ଟଙ୍କୁ ଇଶ୍ବର ବଳୀକୃତ କରିଅଛନ୍ତି” (ଦେଖ:[[rc:///ta/man/translate/figs-metaphor]] ଏବଂ[[rc:///ta/man/translate/figs-activepassive]])