or_tn/1co/05/06.md

8 lines
589 B
Markdown

# Your boasting is not good
ତୁମ୍ଭମାନଙ୍କର ଗର୍ବ କରିବା ମନ୍ଦ ଅଟେ
# Do you not know that a little yeast leavens the whole loaf?
ଠିକ୍ ଯେପରି ଟିକିଏ ଖମୀର ସମସ୍ତ ମଇଦାପିଣ୍ଡୁଳାକୁ ଖମୀରମୟ କରିଦିଏ, ସେହିପରି ଗୋଟିଏ ଛୋଟ ପାପ ବିଶ୍ବାସୀମାନଙ୍କର ସଂପୂର୍ଣ ସହଭାଗିତାକୁ ପ୍ରଭାବିତ କରିବ I (ଦେଖ:[[rc://*/ta/man/translate/figs-metaphor]])