or_tn/1co/04/21.md

1.6 KiB

What do you want?

ପାଉଲ ଶେଷ ଥର ନିମନ୍ତେ କରିନ୍ଥୀୟମାନଙ୍କୁ ଅନୁରୋଧ କରୁଛନ୍ତି, ଯେହେତୁ ସେ ସେମାନେ କରିଥିବା ଭୁଲ ପାଇଁ ସେମାନଙ୍କୁ ଭର୍ତ୍ସନା କରୁଥିଲେ । ବିକଳ୍ପ ଅନୁବାଦ: “ମୋତେ କୁହ ଏବେ ତୁମ୍ଭେମାନେ କ’ଣ ଘଟୁ ବୋଲି ଚାହୁଁଅଛ”(ଦେଖ:rc://*/ta/man/translate/figs-rquestion)

Shall I come to you with a rod or with love and in a spirit of gentleness

ପାଉଲ ଯେତେବେଳେ କରିନ୍ଥୀୟମାନଙ୍କ ନିକଟରେ ପହଞ୍ଚିବେ ସେତେବେଳେ ସେ ସେମାନଙ୍କ ନିମନ୍ତେ ଦୁଇଟି ପରସ୍ପର ବିରୋଧୀ ଆଚରଣ ନେଇ ଆସିବାକୁ ପ୍ରସ୍ତାବ ଦେଉଛନ୍ତି । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଚାହଁ, ତେବେ ମୁଁ ତୁମ୍ଭମାନଙ୍କୁ ଦଣ୍ଡ ଦେବା ପାଇଁ ଆସି ପାରିବି, କିମ୍ବା ମୁଁ ତୁମ୍ଭମାନଙ୍କୁ କେତେ ପ୍ରେମ କରୁଛି ତାହା ଦେଖାଇବା ପାଇଁ ତୁମ୍ଭମାନଙ୍କ ନିକଟକୁ କୋମଳ ଆଚରଣ ନେଇ ଆସିବି” (ଦେଖ:rc://*/ta/man/translate/figs-rquestion)

of gentleness

“ଦୟାଭାବ” ଓ “କୋମଳତା”