or_tn/1co/04/11.md

1.0 KiB

Up to this present hour

ବର୍ତ୍ତମାନ ପର୍ଯ୍ୟନ୍ତ ଓ “ଏବେ ପର୍ଯ୍ୟନ୍ତ”

we are brutally beaten

ଏହା ହାତରେ ମାରିବା ବିଷୟକୁ ଦର୍ଶାଏ, ଚାବୁକ ଏବଂ ବାଡିରେ ନୁହେଁ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ଆମ୍ଭମାନଙ୍କୁ ପ୍ରହାର କଲେ” (ଦେଖ:rc://*/ta/man/translate/figs-activepassive)

we are homeless

ପାଉଲଙ୍କ କହିବାର ଅର୍ଥ ଏହା ଯେ ସେମାନଙ୍କର ରହିବା ପାଇଁ ସ୍ଥାନ ଥିଲା, କିନ୍ତୁ ସେମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ପଡୁଥିଲା । ସେମାନଙ୍କ ପାଇଁ ସ୍ଥାୟୀ ଘର ନଥିଲା ।