or_tn/1co/04/08.md

589 B

General Information:

ପାଉଲ କରିନ୍ଥୀୟମାନଙ୍କୁ ଲଜ୍ଜା ଦେବା ପାଇଁ ଏଠାରେ ବ୍ୟଙ୍ଗ ଶବ୍ଦର ବ୍ୟବହାର କରିଛନ୍ତି ଏବଂ ସେମାନଙ୍କୁ ଅନୁଭବ କରାଉଛନ୍ତି ଯେ ସେମାନେ ନିଜ ବିଷୟରେ ଓ ସେମାନଙ୍କର ଶିକ୍ଷକମାନଙ୍କ ନିମନ୍ତେ ଗର୍ବ କରିବା ଦ୍ବାରା ପାପ କରୁଛନ୍ତି । (ଦେଖ:rc://*/ta/man/translate/figs-irony)