or_tn/1co/04/07.md

3.3 KiB

between you ... do you have that you did not ... you have freely ... do you boast ... you had not

ପାଉଲ କରିନ୍ଥୀୟମାନଙ୍କୁ ଏପରି ଭାବେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଥିଲେ, ତେଣୁ ପ୍ରତି ଥର କହିଥିବା “ତୁମ୍ଭେ” ଏକବଚନ ଅଟେ । (ଦେଖ:rc://*/ta/man/translate/figs-you)

For who sees any difference between you and others?

ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରି କହୁଛନ୍ତି ଯେ ଅନ୍ୟମାନଙ୍କ ଠାରୁ ସୁସମାଚାର ଶୁଣିଥିବା ଲୋକମାନଙ୍କ ଅପେକ୍ଷା ସେମାନେ ନିଜକୁ ଉତ୍ତମ ବୋଲି ମନେ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭର ଏବଂ ଅନ୍ୟମାନଙ୍କ ମଧ୍ୟରେ କିଛି ପ୍ରଭେଦ ନାହିଁ ।” ବା “ତୁମ୍ଭେମାନେ ଅନ୍ୟ ଲୋକମାନଙ୍କଠାରୁ ବଡ ନୁହଁ ।” (ଦେଖ:rc://*/ta/man/translate/figs-rquestion)

What do you have that you did not freely receive?

ସେମାନଙ୍କ ପାଖରେ ଯାହା ଅଛି ତାହା ସେମାନେ ଅର୍ଜନ କରିନାହାନ୍ତି, ଏହି କଥାକୁ ଗୁରୁତ୍ବ ଦେବା ନିମନ୍ତେ ପାଉଲ ଏହି ପ୍ରଶ୍ନ ବ୍ୟବହାର କରିଛନ୍ତି । ବିକଳ୍ପ ଅନୁବାଦ: “ ତୁମ ପାଖରେ ଯାହା କିଛି ଅଛି ତାହା ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ ।” ବା “ତୁମ୍ଭମାନଙ୍କ ପାଖରେ ଯାହା କିଛି ଅଛି ତାହା ଇଶ୍ବର ତୁମ୍ଭମାନଙ୍କୁ ବିନାମୂଲ୍ୟରେ ଦେଇଛନ୍ତି !”(ଦେଖ:rc://*/ta/man/translate/figs-rquestion)

why do you boast as if you had not done so?

ସେମାନଙ୍କ ପାଖରେ ଥିବା ବିଷୟକୁ ନେଇ ଗର୍ବ କରୁଥିବା ହେତୁ ପାଉଲ ସେମାନଙ୍କୁ ଭର୍ତ୍ସନା କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେ ଗର୍ବ କର ନାହିଁ ସତେ ଯେମିତି ତୁମେ ତାହା କରି ନାହଁ ।” ବା “ତୁମ୍ଭମାନଙ୍କର ଗର୍ବ କରିବାର କୌଣସି ଅଧିକାର ନାହିଁ !” (ଦେଖ:rc://*/ta/man/translate/figs-rquestion)

as if you had not done so

“ଏହି ପ୍ରକାରେ କରାଯାଇଛି” ବାକ୍ୟଟି ସେମାନଙ୍କ ପାଖରେ ଯାହା କିଛି ଅଛି ତାହା ବିନାମୂଲ୍ୟରେ ପାଇଥିବା ବିଷୟକୁ ଦର୍ଶାଏ । ବିକଳ୍ପ ଅନୁବାଦ: ସତେ ଯେମିତି ତୁମ୍ଭେମାନେ ତାହା ବିନାମୂଲ୍ୟରେ ପାଇ ନଥିଲ” ବା “ସତେ ଯେମିତି ତୁମ୍ଭେମାନେ ଏହାକୁ ଅର୍ଜନ କରିଥିଲ”