or_tn/1co/04/05.md

8 lines
1.1 KiB
Markdown

# Therefore
କାରଣ ମୁଁ ବର୍ତ୍ତମାନ ଯାହା କହିଅଛି ତାହା ସତ୍ୟ ଅଟେ
# He will bring to light the hidden things of darkness and reveal the purposes of the heart
ଏଠାରେ “ଅନ୍ଧକାରରେ ଲୁଚିଥିବା ଜିନିଷକୁ ଆଲୋକକୁ ଆଣିବା” ଏକ ରୂପକ ଅଟେ ଯାହାର ଅର୍ଥ ଗୋପନରେ କରିଥିବା ବିଷୟକୁ ସମସ୍ତଙ୍କଠାରେ ପ୍ରକାଶ କରିବା । ଏଠାରେ “ହୃଦୟ” ଲୋକମାନଙ୍କ ବିଚାର ଓ ଉଦ୍ଦେଶ୍ୟର ପ୍ରତୀକ ଅଟେ I ବିକଳ୍ପ ଅନୁବାଦ: “ଯେପରି ଆଲୁଅ ଅନ୍ଧକାରରେ ଥିବା ଜିନିଷକୁ ପ୍ରକାଶ କରିଥାଏ, ସେହିପରି ଇଶ୍ବର ମନୁଷ୍ୟମାନେ ଗୋପନରେ କରିଥିବା କର୍ମ ଓ ଯୋଜନାକୁ ପ୍ରକାଶ କରିବେ”(ଦେଖ:[[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-metonymy]])