or_tn/1co/04/02.md

428 B

what is required of stewards

ପାଉଲ ନିଜର କଥା ଏପରି ଭାବରେ କହୁଛନ୍ତି ସତେ ଯେମିତି ସେ ଅନ୍ୟ ଲୋକମାନଙ୍କ ବିଷୟରେ କହୁଛନ୍ତି । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ସେପରି ହେବା ଆବଶ୍ୟକ”(ଦେଖ:rc://*/ta/man/translate/figs-123person)