or_tn/1co/03/16.md

663 B

Do you not know that you are God's temple and that the Spirit of God lives in you?

ପାଉଲ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏପ୍ରକାର ଆଚରଣ କରୁଅଛ ସତେ ଯେପରି ତୁମେ ଜାଣ ନାହିଁ ଯେ ତୁମ୍ଭେମାନେ ଈଶ୍ବରଙ୍କ ମନ୍ଦିର ଆଉ ଇଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି !” (ଦେଖ:rc://*/ta/man/translate/figs-rquestion)