or_tn/1co/03/15.md

1.2 KiB

if anyone's work is burned up

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯଦି ଅଗ୍ନି କାହାରି କାର୍ଯ୍ୟକୁ ନଷ୍ଟ କରିଦିଏ” ଓ “ଯଦି ଅଗ୍ନି କାହାର କାର୍ଯ୍ୟକୁ ସର୍ବନାଶ କରିଦିଏ” (ଦେଖ:rc://*/ta/man/translate/figs-activepassive)

he will suffer loss

ଗୁଣବାଚକ ବିଶେଷ୍ୟ “କ୍ଷତି”କୁ “ହରାଇବା” କ୍ରିୟା ସହିତ ବ୍ୟକ୍ତ କରାଯାଇ ପାରିବ । ବିକଳ୍ପ ଅନୁବାଦ: “ସେ ନିଜର ପୁରସ୍କାର ହରାଇବ” (ଦେଖ:rc://*/ta/man/translate/figs-abstractnouns)

but he himself will be saved

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “କିନ୍ତୁ ଇଶ୍ବର ତାହାକୁ ରକ୍ଷା କରିବେ” (ଦେଖ: rc://*/ta/man/translate/figs-activepassive)