or_tn/1co/03/12.md

1.7 KiB

General Information:

କରିନ୍ଥରେ ଶିକ୍ଷକମାନେ ପ୍ରକୃତରେ କ’ଣ କରୁଛନ୍ତି ଏହାର ବର୍ଣ୍ଣନା କରିବା ପାଇଁ ଗୃହ ନିର୍ମାଣ କରିବା ସମୟରେ ନିର୍ମାତା ସାଧାରଣତଃ କ’ଣ କରିଥାନ୍ତି ସେହି ବିଷୟରେ ପାଉଲ କହୁଛନ୍ତି । ନିର୍ମାତା ସାଧାରଣତଃ ଗୃହକୁ ସଜାଇବା ପାଇଁ ସୁନା, ରୂପା ଓ ମୂଲ୍ୟବାନ ପଥର ବ୍ୟବହାର କରିଥାଆନ୍ତି ।

Now if anyone builds on the foundation with gold, silver, precious stones, wood, hay, or straw

ଜଣେ ବ୍ୟକ୍ତିର ଜୀବନକାଳ ମଧ୍ୟରେ ତାହାର ଆଚରଣ ଓ କାର୍ଯ୍ୟକଳାପକୁ ଗଠନ କରିବା ନିମନ୍ତେ ଯେଉଁ ଆତ୍ମିକ ମୂଲ୍ୟବୋଧ ବ୍ୟବହୃତ ହୋଇଥାଏ ତାହାକୁ ନୂତନ ଭବନର ନିର୍ମାଣରେ ପ୍ରଯୁକ୍ତ ସାମଗ୍ରୀ ସହିତ ତୁଳନା କରାଯାଇଛି । ବିକଳ୍ପ ଅନୁବାଦ: “ହୁଏତ ଜଣେ ବ୍ୟକ୍ତି ଦୀର୍ଘସ୍ଥାୟୀ ମୁଲ୍ୟବାନ ସାମଗ୍ରୀ ସହିତ ନିର୍ମାଣ କରେ ବା ସହଜରେ ଜଳି ଯାଉଥିବା ସସ୍ତା ସାମଗ୍ରୀ ସହିତ ନିର୍ମାଣ କରେ” (ଦେଖ:rc://*/ta/man/translate/figs-metaphor)

precious stones

ବହୁମୁଲ୍ୟ ପଥରଗୁଡିକ