or_tn/1co/03/11.md

759 B

no one can lay a foundation other than the one that has been laid

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ମୁଁ, ପାଉଲ, ଯେଉଁ ଭିତ୍ତିମୂଳ ସ୍ଥାପନ କରିଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରିବ ନାହିଁ” ବା “ମୁଁ ଏକମାତ୍ର ଭିତ୍ତିମୂଳ ସ୍ଥାପନ କରି ସାରିଛି ତାହା ଅନ୍ୟ କୌଣସି ବ୍ୟକ୍ତି କରିପାରିବ ନାହିଁ” (ଦେଖ:rc://*/ta/man/translate/figs-activepassive)