or_tn/1co/03/06.md

2.1 KiB

I planted

ଈଶ୍ବରଙ୍କ ଜ୍ଞାନକୁ ଏକ ବୀଜ ସହିତ ତୁଳନା କରାଯାଇଛି ଯାହାକୁ ବୁଣାଯିବା ଆବଶ୍ୟକ ଯେପରି ତାହା ବୃଦ୍ଧି ପାଇବ । ବିକଳ୍ପ ଅନୁବାଦ: “ମୁଁ ଯେତେବେଳେ ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରଚାର କଲି ସେତେବେଳେ ମୁଁ ବଗିଚାର ଜଣେ ବିଜ ବୁଣାଳୀ ପରି ଥିଲି” (ଦେଖ: rc://*/ta/man/translate/figs-metaphor)

Apollos watered

ଯେପରି ବୀଜକୁ ଜଳର ଆବଶ୍ୟକ ହୋଇଥାଏ, ସେହିପରି ବିଶ୍ବାସର ବୃଦ୍ଧି ପାଇଁ ଅଧିକ ଶିକ୍ଷାର ଆବଶ୍ୟକତା ରହିଛି । ବିକଳ୍ପ ଅନୁବାଦ: “ଯେତେବେଳେ ଆପଲ୍ଲ ଅନବରତ ତୁମ୍ଭମାନଙ୍କୁ ଈଶ୍ବରଙ୍କ ବାକ୍ୟର ଶିକ୍ଷା ଦେଉଥିଲେ, ସେ ବଗିଚାରେ ପାଣି ଦେବା ଜଣେ ମାଳି ପରି ଥିଲେ” (ଦେଖ: rc://*/ta/man/translate/figs-metaphor)

but God gave the growth

ଯେମିତି ଚାରାଗୁଡିକ ବଢ଼େ ଏବଂ ବିକଶିତ ହୁଏ, ସେହିପରି ବିଶ୍ବାସ ଏବଂ ଈଶ୍ବରଙ୍କ ବିଷୟକ ଜ୍ଞାନ ମଧ୍ୟ ବଢି ଗଭୀର ଓ ମଜଭୁତ ହେବ I ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ବର ତୁମ୍ଭମାନଙ୍କୁ ବଢିବାକୁ ଦେଇଛନ୍ତି” ବା “କିନ୍ତୁ ଈଶ୍ବର ଯେପରି ବୀଜଗୁଡ଼ିକୁ ବଢିବାରେ ସାହାଯ୍ୟ କରନ୍ତି, ସେହିପରି ସେ ତୁମ୍ଭମାନଙ୍କର ଆତ୍ମିକ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିବେ ”(ଦେଖ: rc://*/ta/man/translate/figs-metaphor)