or_tn/1co/03/05.md

16 lines
2.3 KiB
Markdown

# Who then is Apollos? Who is Paul?
ପାଉଲ ଗୁରୁତ୍ବ ଦେଇ କହୁଛନ୍ତି ଯେ ସେ କି ଆପଲ୍ଲ ସୁସମାଚାରର ମୂଳ ସ୍ରୋତ ନୁହଁନ୍ତି, ସେଥିପାଇଁ କରିନ୍ଥୀୟମାନେ ସେମାନଙ୍କୁ ଅନୁସରଣ କରିବା ଉଚିତ୍ ନୁହେଁ I ବିକଳ୍ପ ଅନୁବାଦ: “ଆପଲ୍ଲ ଓ ପାଉଲଙ୍କୁ ଅନୁସରଣ କରିବା ପାଇଁ ଦଳ ଗଢ଼ିବା ଅନୁଚିତ ଅଟେ!” ଓ (ଦେଖ:[[rc://*/ta/man/translate/figs-rquestion]])
# Who is Paul?
ପାଉଲ ନିଜ ବିଷୟରେ କହନ୍ତି ସତେ ଯେମିତି ସେ ଆଉ କାହା ବିଷୟରେ କହୁଛନ୍ତି । ବିକଳ୍ପ ଅନୁବାଦ: “ମୁଁ ଗୁରୁତ୍ବପୂର୍ଣ୍ଣ ନୁହେଁ !” ବା “ମୁଁ କିଏ ଅଟେ?”(ଦେଖ:[[rc://*/ta/man/translate/figs-rquestion]] ଏବଂ [[rc://*/ta/man/translate/figs-123person]])
# Servants through whom you believed
ପାଉଲ ନିଜେ ନିଜ ପ୍ରଶ୍ନର ଉତ୍ତର ଦେଇ କହୁଛନ୍ତି ଯେ ସେ ଓ ଆପଲ୍ଲ ଇଶ୍ବରଙ୍କ ଦାସ ଅଟନ୍ତି । ବିକଳ୍ପ ଅନୁବାଦ: “ପାଉଲ ଏବଂ ଆପଲ୍ଲ ଖ୍ରୀଷ୍ଟଙ୍କର ଦାସ ଅଟନ୍ତି, ଏବଂ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିଅଛ କାରଣ ଆମ୍ଭେ ତାହାଙ୍କର ସେବା କରିଅଛୁ”(ଦେଖ:[[rc://*/ta/man/translate/figs-ellipsis]])
# Servants through whom you believed, to each of whom the Lord gave tasks
ଏହାକୁ ବୁଝିପାରିଥିବା ସୂଚନା ଅନୁସାରେ କୁହାଯାଇ ପାରିବ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦାସ ଅଟୁ ଯାହାଙ୍କ ଦ୍ବାରା ତୁମ୍ଭେମାନେ ବିଶ୍ବାସ କରିଅଛ । ଆମ୍ଭେମାନେ କେବଳ ମନୁଷ୍ୟ ଅଟୁ ଯାହାଙ୍କୁ ପ୍ରଭୁ କାର୍ଯ୍ୟ କରିବାର ଦାୟିତ୍ବ ଦେଇଛନ୍ତି” (ଦେଖ:[[rc://*/ta/man/translate/figs-ellipsis]])