or_tn/1co/03/03.md

1.5 KiB

still fleshly

ଏପର୍ଯ୍ୟନ୍ତ ପାପରେ ଆଚରଣ ଓ ସାଂସାରିକ ଅଭିଳାଷରେ ଜୀବନ ଯାପନ କରୁଅଛ ।

are you not living according to the flesh, and are you not walking by human standards?

ପାଉଲ ସେମାନଙ୍କର ପାପପୂର୍ଣ୍ଣ ବ୍ୟବହାର ପାଇଁ କରିନ୍ଥୀୟମାନଙ୍କୁ ଭର୍ତ୍ସନା କରୁଛନ୍ତି । “ତୁମ୍ଭମାନଙ୍କର ଆଚରଣ କିପରି ତାହା ବିଚାର କରି"" ଭଲ ଓ ମନ୍ଦର ନିର୍ଣ୍ଣୟ ନେବା ନିମନ୍ତେ ଏଠାରେ “ଚାଲିବା” ଶବ୍ଦକୁ ଏକ ରୂପକ ଭାବରେ ବ୍ୟବାହାର କରାଯାଇଅଛି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଲଜ୍ଜିତ ହେବା ଉଚିତ୍ କାରଣ ତୁମ୍ଭେମାନେ ତୁମ୍ଭମାନଙ୍କର ପାପପୂର୍ଣ୍ଣ ଅଭିଳାଷ ଅନୁସାରେ ଅଚରଣ କରୁଅଛ ଏବଂ ତୁମ୍ଭମାନଙ୍କର ଆଚରଣ ଭଲ କି ମନ୍ଦ ଅଟେ ଏହା ଜାଣିବା ନିମନ୍ତେ ତୁମ୍ଭେମାନେ ମନୁଷ୍ୟର ପରିମାପକ ବ୍ୟବହାର କରୁଛ !” (ଦେଖ:[[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-metaphor]])