or_tn/1co/03/01.md

1.7 KiB

Connecting Statement:

ପାଉଲ ବର୍ତ୍ତମାନ କରିନ୍ଥୀୟ ବିଶ୍ବାସୀମାନଙ୍କୁ ମନେ ପକାଇ ଦିଅନ୍ତି ଯେ ଈଶ୍ବରଙ୍କ ନିକଟରେ ନିଜର ସ୍ଥାନ ବଜାଇ ରଖିବା ନିମନ୍ତେ ସେମାନେ କାର୍ଯ୍ୟ ନ କରି ପ୍ରକୃତରେ କିପରି ଜୀବନ ଯାପନ କରୁଛନ୍ତି । ସେ ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ଯେଉଁ ବ୍ୟକ୍ତି ସେମାନଙ୍କୁ ଶିକ୍ଷା ଦେଇଥାଏ ସେ ସେମାମାନଙ୍କର ବୃଦ୍ଧି ସାଧନ କରୁଥିବା ଈଶ୍ବରଙ୍କ ପରି ଗୁରୁତ୍ବପୂର୍ଣ୍ଣ ନୁହେଁ ।

brothers

ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନ, ଯହିଁରେ ପୁରୁଷ ଓ ମହିଳା ଉଭୟ ଅନ୍ତର୍ଭୁକ୍ତ ।

spiritual people

ଯେଉଁ ଲୋକମାନେ ଆତ୍ମାଙ୍କ ଆଜ୍ଞା ପାଳନ କରନ୍ତି

fleshly people

ଯେଉଁ ଲୋକମାନେ ନିଜ ଇଛା ଅନୁସାରେ ଚାଲନ୍ତି

as to little children in Christ

କରିନ୍ଥୀୟମାନଙ୍କୁ ବୟସ ଓ ବୁଦ୍ଧିରେ ସାନ ପିଲାମାନଙ୍କ ସହିତ ତୁଳନା କରାଯାଇଛି । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ବିଶ୍ବାସରେ ଶିଶୁ ଅବସ୍ଥାରେ ଥିବା ବିଶ୍ବାସୀମାନେ ”(ଦେଖ:rc://*/ta/man/translate/figs-metaphor)