or_tn/1co/02/intro.md

1.8 KiB
Raw Blame History

୧ କରିନ୍ଥୀୟ ପର୍ବ ସାଧାରଣ ଟିପ୍ପଣୀ

ଗଠନ ପ୍ରଣାଳୀଏବଂ ରୂପରେଖା

କେତେକ ଅନୁବାଦଗୁଡିକରେ ପଠନକୁ ସହଜସାଧ୍ୟ କରିବା ନିମନ୍ତେ ପ୍ରତ୍ୟେକ ଧାଡ଼ିକୁ ମୂଳ ଲେଖାଠାରୁ ଅଲଗା କରି ଦୂର ଡାହାଣ ପଟେ ରଖାଯାଇଛି । ULTରେ ୯ ପଦ ଓ ୧୬ ପଦକୁ ଏପରି କରାଯାଇଛି ଯାହା ପୁରାତନ ନିୟମରୁ ଆନୀତ ।

ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ

ଜ୍ଞାନ

ମନୁଷ୍ୟର ଜ୍ଞାନ ଓ ଈଶ୍ବରଙ୍କ ଜ୍ଞାନ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇବା ନିମନ୍ତେ ପାଉଲ ପ୍ରଥମ ଅଧ୍ୟାୟରେ ଯେଉଁ ଆଲୋଚନା ଆରମ୍ଭ କରିଥିଲେ ତାହାକୁ ଜାରୀ ରଖୁଛନ୍ତି । ପାଉଲଙ୍କ ମତରେ, ଜ୍ଞାନ ସରଳ ବିଷୟ ଏବଂ ମନୁଷ୍ୟର ବିଚାର ମୁର୍ଖତାପୂର୍ଣ୍ଣ ହୋଇପାରେ । ସେ କହନ୍ତି ଯେ କେବଳ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ଜ୍ଞାନ ହି ସତ୍ୟ ଜ୍ଞାନ ଅଟେ । ପୂର୍ବରୁ ଅଜ୍ଞାତ ରହିଥିବା ସତ୍ୟ ବିଷୟରେ ପାଉଲ “ଗୁପ୍ତ ଜ୍ଞାନ” ବାକ୍ୟାଂଶ ବ୍ୟବହାର କରିଛନ୍ତି(ଦେଖ:[[rc:///tw/dict/bible/kt/wise]] ଏବଂ [[rc:///tw/dict/bible/kt/foolish]])