12 lines
1.3 KiB
Markdown
12 lines
1.3 KiB
Markdown
# For who knows a person's thoughts except the spirit of the person in him?
|
|
|
|
ପାଉଲ ଏହି ପ୍ରଶ୍ନକୁ ପ୍ରୟୋଗ କରି ଜୋର ଦେଇଅଛନ୍ତି ଯେ ଜଣେ ବ୍ୟକ୍ତି କ’ଣ ଚିନ୍ତା କରୁଛି ତାହା ସେହି ବ୍ୟକ୍ତି ବ୍ୟତିତ ଅନ୍ୟ କେହି ଜାଣନ୍ତି ନାହିଁ । ବିକଳ୍ପ ଅନୁବାଦ: “ଜଣେ ବ୍ୟକ୍ତି କ’ଣ ଚିନ୍ତା କରୁଛି ତାହା ସେହି ବ୍ୟକ୍ତିର ଆତ୍ମା ବିନା ଅନ୍ୟ କେହି ଜାଣନ୍ତି ନାହିଁ ।” (ଦେଖ:[[rc://*/ta/man/translate/figs-rquestion]])
|
|
|
|
# spirit of the person
|
|
|
|
ଏହା ଜଣେ ବ୍ୟକ୍ତିର ଆନ୍ତରିକ ମନୁଷ୍ୟକୁ, ତାହାର ଆତ୍ମିକ ସ୍ବଭାବକୁ ଦର୍ଶାଏ ।
|
|
|
|
# no one knows the deep things of God except the Spirit of God
|
|
|
|
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଗଭୀର ବିଷୟମାନ କେବଳ ଈଶ୍ବରଙ୍କ ଆତ୍ମା ହିଁ ଜାଣନ୍ତି” (ଦେଖ:[[rc://*/ta/man/translate/figs-doublenegatives]])
|