or_tn/1co/02/09.md

12 lines
2.0 KiB
Markdown

# Things that no eye ... imagined, the things ... who love him
ଏହା ଏକ ଅସମ୍ଫୂର୍ଣ୍ଣ ବାକ୍ୟ ଅଟେ । କେତେକ ଅନୁବାଦଗୁଡ଼ିକ ଏହାକୁ ପୂର୍ଣ୍ଣ ବାକ୍ୟ ଭାବରେ ଲେଖିଛନ୍ତି: “ଏଗୁଡ଼ିକ ଏପରି ବିଷୟ ଯାହା ଚକ୍ଷୁ କେବେ ଦେଖି ନାହିଁ ...; ଏଗୁଡ଼ିକ ଏପରି ବିଷୟ ... ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ।"" ଅନ୍ୟମାନେ ଏହାକୁ ଅସମ୍ଫୂର୍ଣ୍ଣ କରି ଛାଡି ଦେଇଅଛନ୍ତି, କିନ୍ତୁ ଏଠାରେ ଶେଷ ବିରାମ ଚିହ୍ନ ବ୍ୟବହାର ନ କରି ଓ ପରବର୍ତ୍ତୀ ପଦକୁ ଏହି ପଦର ନିରନ୍ତରତା ଭାବରେ ଆରମ୍ଭ କରିବା ଦ୍ବାରା ସେମାନେ ଏହାକୁ ସମ୍ପୂର୍ଣ୍ଣ ବୋଲି ଦେଖାଇଛନ୍ତି: “ଏଗୁଡ଼ିକ ଏପରି ବିଷୟ ଯାହା ଚକ୍ଷୁ କେବେ ଦେଖି ନାହିଁ ...; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି -- ।
# Things that no eye has seen, no ear has heard, no mind has imagined
ଏହା ଜଣେ ବ୍ୟକ୍ତିର ସମସ୍ତ ଅଂଶ ସୂଚକ ତ୍ରୀତ୍ବକୁ ବୁଝାଏ ଯେ ଈଶ୍ବର ଯାହା ପ୍ରସ୍ତୁତ କରିଅଛନ୍ତି ସେ ବିଷୟରେ କୌଣସି ମନୁଷ୍ୟ ଜ୍ଞାତ ନୁହେଁ I (ଦେଖ:[[rc://*/ta/man/translate/figs-metonymy]])
# the things that God has prepared for those who love him
ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ସେମାନଙ୍କ ନିମନ୍ତେ ପ୍ରଭୁ ସ୍ବର୍ଗକୁ ଏକ ଆର୍ଶ୍ଚଯ୍ୟଜନକ ଦାନ ସ୍ବରୁପେ ସୃଷ୍ଟି କରିଅଛନ୍ତି I