or_tn/1co/01/27.md

12 lines
1.6 KiB
Markdown

# God chose ... wise. God chose ... strong
ଈଶ୍ବରଙ୍କର କାର୍ଯ୍ୟ କରିବାର ପ୍ରଣାଳୀ ଓ ସେ କି ପ୍ରକାରେ କାର୍ଯ୍ୟ କରିବା ଉଚିତ୍ ବୋଲି ଲୋକମାନେ ଭାବନ୍ତି ତହିଁ ମଧ୍ୟରେ ଥିବା ପାର୍ଥକ୍ୟକୁ ଗୁରୁତ୍ବ ପ୍ରଦାନ କରିବା ନିମନ୍ତେ ପାଉଲ ଦୁଇଟି ବାକ୍ୟରେ ସମାନ ଅର୍ଥବୋଧକ ସମାନ ଶବ୍ଦଗୁଡିକୁ ଅନେକ ଥର ବ୍ୟବହାର କରିଛନ୍ତି । (ଦେଖ:[[rc://*/ta/man/translate/figs-parallelism]])
# God chose the foolish things of the world to shame the wise
ଜଗତ ଯେଉଁମାନଙ୍କୁ ଜ୍ଞାନୀ ବୋଲି ମନେ କରେ ସେମାନଙ୍କୁ ଲଜ୍ଜିତ କରିବା ନିମନ୍ତେ ଇଶ୍ବର ସେହିମାନଙ୍କୁ ମନୋନୀତ କରି ବ୍ୟବହାର କରନ୍ତି ଯେଉଁମାନଙ୍କୁ ଜଗତ ମୁର୍ଖ ବୋଲି ମନେକରେ
# God chose what is weak in the world to shame what is strong
ଜଗତ ଯେଉଁମାନଙ୍କୁ ବଳବାନ୍ ବୋଲି ମନେ କରେ ସେମାନଙ୍କୁ ଲଜ୍ଜିତ କରିବା ନିମନ୍ତେ ଇଶ୍ବର ସେହିମାନଙ୍କୁ ମନୋନୀତ କରି ବ୍ୟବହାର କରନ୍ତି ଯେଉଁମାନଙ୍କୁ ଜଗତ ଦୁର୍ବଳ ବୋଲି ମନେକରେ