or_tn/1co/01/04.md

1.1 KiB

Connecting Statement:

ସେମାନେ ତାହାଙ୍କର ଆଗମନକୁ ଅପେକ୍ଷା କରିଥିବା ବେଳେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କର ସ୍ଥିତି ଓ ସହଭାଗିତା ବିଷୟରେ ପାଉଲ ବର୍ଣ୍ଣନା କରିଅଛନ୍ତି ।

because of the grace of God that Christ Jesus gave to you

ପାଉଲ ଅନୁଗ୍ରହ ବିଷୟରେ ବର୍ଣ୍ଣନା କରି କହନ୍ତି ଯେ ତାହା ସତେ ଯେପରି ଏକ ଭୌତିକ ବସ୍ତୁ ଯାହା କି ଯୀଶୁ ଖ୍ରୀଷ୍ଟିୟାନମାନଙ୍କୁ ଉପହାର ସ୍ବରୂପେ ପ୍ରଦାନ କରିବେ। ବିକଳ୍ପ ଅନୁବାଦ: “କାରଣ ଯୀଶୁ ଖ୍ରୀଷ୍ଟ ଏହା ସମ୍ଭବ କରିଅଛନ୍ତି ଯେପରି ଈଶ୍ବର ତୁମ୍ଭମାନଙ୍କ ପ୍ରତି ଦୟାଭାବ ଦେଖାଇବେ”(ଦେଖ:rc://*/ta/man/translate/figs-metaphor)