or_tn/1co/01/03.md

665 B

General Information:

କରିନ୍ଥରେ ଥିବା ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଏହି ପତ୍ର ପାଉଲ ଏବଂ ସୋସ୍ତିନା ଲେଖିଥିଲେ ।

General Information:

ଅନ୍ୟ ପ୍ରକାରେ ଦର୍ଶାଯାଇ ନ ଥିଲେ, “ତୁମ୍ଭେମାନେ” ଓ “ତୁମ୍ଭମାନଙ୍କର” ଶବ୍ଦଗୁଡିକ ପାଉଲଙ୍କ ଶ୍ରୋତାମାନଙ୍କୁ ଦର୍ଶାଏ ଏବଂ ତେଣୁ ସେଗୁଡିକ ବହୁବଚନ ଅଟନ୍ତି । (ଦେଖ:rc://*/ta/man/translate/figs-you)