or_tn/tit/03/15.md

1.1 KiB
Raw Permalink Blame History

General Information:

ପାଉଲ ତୀତସଙ୍କୁ ଲେଖୁଥିବା ପତ୍ର ଶେଷ କରୁଛନ୍ତି I

All those

ସମସ୍ତ ଲୋକମାନେ

those who love us in faith

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆମ୍ଭମାନଙ୍କୁ ପ୍ରେମ କରୁଥିବା ବିଶ୍ବାସୀମାନେ” କିମ୍ବା ) “ଆମ୍ଭମାନଙ୍କୁ ପ୍ରେମ କରୁଥିବା ବିଶ୍ବାସୀମାନେ, କାରଣ ଆମ୍ଭେମାନଙ୍କର ମଧ୍ୟ ସେହି ସମାନ ବିଶ୍ବାସ ରହିଛି”

Grace be with all of you

ଏହା ଗୋଟିଏ ସ୍ବାଭାବିକ ଖ୍ରୀଷ୍ଟିୟାନ ନମସ୍କାର I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଅନୁଗ୍ରହ ତୁମ୍ଭର ସହବର୍ତ୍ତୀ ହେଉ” କିମ୍ବା “ମୁଁ ପ୍ରାର୍ଥନା କରୁଛି ଯେ ଈଶ୍ବର ତୁମ୍ଭ ସମସ୍ତଙ୍କ ପ୍ରତି ଅନୁଗ୍ରହ କରିବେ”