or_tn/tit/03/12.md

20 lines
757 B
Markdown

# Connecting Statement:
କ୍ରୀତୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କଲାପରେ କଅଣ କରିବାକୁ ହେବ, ପାଉଲ ତାହା ତୀତସଙ୍କୁ କହି ଓ ତାହାଙ୍କ ସହିତ ଥିବା ଲୋକମାନଙ୍କଠାରୁ ନମସ୍କାର ଦେଇ ପତ୍ରଟିକୁ ସମାପ୍ତ କରୁଛନ୍ତି I
# When I send
ମୁଁ ପଠାଇଲା ପରେ
# Artemas ... Tychicus
ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: [[rc://*/ta/man/translate/translate-names]])
# hurry and come
ଶୀଘ୍ର ଆସ
# spend the winter
ଶୀତ କାଳ କ୍ଷେପଣ କରିବି