or_tn/tit/03/05.md

8 lines
788 B
Markdown

# by his mercy
ଯେହେତୁ ସେ ଆମ୍ଭମାନଙ୍କ ପ୍ରତି ଦୟା କଲେ
# washing of new birth
ପାପୀମାନଙ୍କ ପାଇଁ ଈଶ୍ବରଙ୍କ କ୍ଷମା ବିଷୟରେ ପାଉଲ ସମ୍ଭବତଃ କହୁଛନ୍ତି ଯେ ସତେ ଯେପରି ସେ ଶାରୀରିକ ଭାବରେ ସେମାନଙ୍କୁ ଧୋଇଦେଉଛନ୍ତି I ସେ ମଧ୍ୟ ଈଶ୍ବରଙ୍କ ନିକଟକୁ ଫେରୁଥିବା ପାପୀମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ପୁନର୍ଜନ୍ମ ପ୍ରାପ୍ତ ହୋଇଛନ୍ତି I (ଦେଖ: [[rc://*/ta/man/translate/figs-metaphor]])