or_tn/tit/02/15.md

885 B

give correction with all authority

ଏହି ଉକ୍ତିଟିକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସବୁ କାର୍ଯ୍ୟ କରୁ ନ ଥିବା ଲୋକମାନଙ୍କୁ ସମସ୍ତ ଅଧିକାର ସହ ସଂଶୋଧନ କର” (ଦେଖ: rc://*/ta/man/translate/figs-explicit)

Let no one

କାହାକୁ ନ ଦିଅ

disregard you

ଏହି ଉକ୍ତିଟିକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭର ବାକ୍ୟ ଶୁଣିବାକୁ ଅଗ୍ରାହ୍ୟ କରିବେ” କିମ୍ବା “ତୁମ୍ଭର ସମ୍ମାନ କରିବାକୁ ଅଗ୍ରାହ୍ୟ କରିବେ” (ଦେଖ: rc://*/ta/man/translate/figs-explicit)