or_tn/tit/02/13.md

863 B

we look forward to receiving

ସ୍ବାଗତ କରିବାକୁ ଆମ୍ଭେମାନେ ଅପେକ୍ଷା କରୁଅଛୁ

our blessed hope, the appearance of the glory of our great God and Savior Jesus Christ

ଏଠାରେ “ଗୌରବ” ସ୍ବୟଂ ଯୀଶୁଙ୍କୁ ବୁଝାଏ ଯେ କି ଗୌରବମୟ ଭାବରେ ପ୍ରକାଶିତ ହେବେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଭରସା କରୁଥିବା ଉତ୍ତମ ବିଷୟ ନିମନ୍ତେ, ଅର୍ଥାତ୍, ଆମ୍ଭମାନଙ୍କ ମହାନ୍ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଗୌରବମୟ ପ୍ରକାଶନ ନିମନ୍ତେ” (ଦେଖ: rc://*/ta/man/translate/figs-metonymy)