or_tn/tit/02/03.md

1.3 KiB

Teach older women likewise

ସେହି ପ୍ରକାରେ, ବୟୋଧିକା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅ କିମ୍ବା “ମଧ୍ୟ ବୟୋଧିକା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅ”

slanderers

ଏହି ଶବ୍ଦ ଅନ୍ୟଲୋକମାନଙ୍କ ବିଷୟରେ ମନ୍ଦ କଥା, ଅର୍ଥାତ୍, ତାହା ସତ ହୋଇଥାଉ କି ନ ଥାଉ, ତାହା କହୁଥିବା ଲୋକମାନଙ୍କୁ ବୁଝାଏ I

or being slaves to much wine

ନିଜକୁ ନିୟନ୍ତ୍ରଣ କରିପାରୁ ନ ଥିବା ଓ ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକ ବିଷୟରେ କୁହାଯାଏ ଯେ ସତେ ଯେପରି ସେ ମଦ୍ୟପାନର ଦାସ ହୋଇଅଛି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଅତ୍ୟଧିକ ମଦ୍ୟପାନ କରେ ନାହିଁ” କିମ୍ବା “ମଦ୍ୟପାନ ପ୍ରତି ଆସକ୍ତ ନୁହେଁ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])