or_tn/tit/01/15.md

977 B

To those who are pure, all things are pure

ଯଦି ଲୋକମାନେ ଅନ୍ତରରେ ଶୁଚି ଅଟନ୍ତି, ସେମାନେ କରୁଥିବା ସବୁ ବିଷୟ ଶୁଚି ହେବ

To those who are pure

ଯେଉଁମାନେ ଈଶ୍ବରଙ୍କ ନିକଟରେ ଗ୍ରହଣଯୋଗ୍ୟ

to those who are corrupt and unbelieving, nothing is pure

ପାଉଲ ପାପୀମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ଶାରୀରିକଭାବରେ ମଇଳା ଅଟନ୍ତି I ବିକଳ୍ପ ଅନୁବାଦ: “ଯଦି ଲୋକମାନେ ନୈତିକଭାବରେ ଅଶୁଚି ଓ ବିଶ୍ବାସ କରୁନାହାନ୍ତି, ତେବେ ସେମାନେ କୌଣସି ଶୁଚି ବିଷୟ କରିପାରିବେ ନାହିଁ” (ଦେଖ: rc://*/ta/man/translate/figs-metaphor)