or_tn/tit/01/12.md

858 B

One of their own prophets

କ୍ରୀତୀର ହିଁ ଜଣେ ଭାବବାଦୀ କିମ୍ବା “ଆପଣାକୁ ଜଣେ ଭାବବାଦୀ ବୋଲାଉଥିବା ଜଣେ କ୍ରୀତୀବାସୀ”

Cretans are always liars

କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ I ଏହା ଗୋଟିଏ ଅତିରଂଜନ, ଯାହାର ଅର୍ଥ ହେଉଛି ଯେ ଅନେକ କ୍ରୀତୀବାସୀମାନେ ମିଥ୍ୟା କହନ୍ତି I (ଦେଖ: rc://*/ta/man/translate/figs-hyperbole)

evil beasts

ଏହି ରୂପକ କ୍ରୀତୀବାସୀମାନଙ୍କୁ ହିଂସ୍ରକ ବନ୍ୟ ପଶୁଭାବରେ ତୁଳନା କରୁଅଛି I (ଦେଖ: rc://*/ta/man/translate/figs-metaphor)