or_tn/rom/16/intro.md

10 lines
1.1 KiB
Markdown

# ରୋମୀୟ ୧୬ ଅଧ୍ୟାୟ ସାଧାରଣ ଟିପ୍ପଣୀ
## ଗଠନ ପ୍ରଣାଳୀ ଓ ରୂପରେଖ
ଏହି ଅଧ୍ୟାୟରେ, ପାଉଲ ରୋମରେ ଥିବା କେତେକ ଖ୍ରୀଷ୍ଟିୟାନମାନଙ୍କୁ ବ୍ୟକ୍ତିଗତ ଅଭିବାଦନ ଦେଉଛନ୍ତି I ପ୍ରାଚୀନ ନିକଟବର୍ତ୍ତୀ ପ୍ରାଚ୍ୟ ଦେଶରେ ସାଧାରଣ ଭାବରେ ଏହି ପ୍ରକାର ବ୍ୟକ୍ତିଗତ ଅଭିବାଦନ, ପତ୍ରର ଶେଷରେ ଦିଆଯାଉଥିଲା I
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ଅସୁବିଧା
ଏହି ଅଧ୍ୟାୟର ବ୍ୟକ୍ତିଗତ ଭାବ ଥିବା ସକାଶୁ, ଅନେକ ପୁର୍ବାପର ପ୍ରସଙ୍ଗ ଅଜ୍ଞାତ ରହିଛି I ଏହା ଅନୁବାଦ କରିବାକୁ ଅଧିକ କଷ୍ଟ ହେବ I (ଦେଖ:[[rc://*/ta/man/translate/figs-explicit]])