or_tn/rom/16/27.md

919 B

To the only wise God ... be glory forever. Amen

ଏଠାରେ “ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା” ବାକ୍ୟାଂଶଟି ଯୀଶୁ କରିଥିବା କର୍ଯ୍ୟକୁ ଦର୍ଶାଏ। “ଗୌରବ” ଦେବାର ଅର୍ଥ ଈଶ୍ବରଙ୍କ ପ୍ରଂଶସା କରିବା। ଅନ୍ୟ ଏକ ଅନୁବାଦରେ: “ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ପାଇଁ ଯାହା କରିଅଛନ୍ତି, ସେଥିପାଇଁ ଆମ୍ଭେମାନେ ଅନନ୍ତକାଳ ତାହାଙ୍କର ପ୍ରଶଂସା କରିବା, କାରଣ ସେ ହିଁ ଏକମାତ୍ର ଈଶ୍ବର ଅଟନ୍ତି ଓ ସେ ହିଁ ଏକ ମାତ୍ର ଜ୍ଞାନୀ ଅଟନ୍ତି I ଆମେନ୍” (ଦେଖ:rc://*/ta/man/translate/figs-explicit)